ତୁମେ ଆସିଲା ପରେ ୪

 ପେନ୍ 



ସବୁକିଛି ଗୋଳମାଳ ହେଇ ଚାଲିଛି। ଯାହା ବି ହେଉଛି କିଛି ଠିକ୍ ହେଉନି। ଥରେ ୱର୍ଣିଂ ଦେଇ ସରିଲା ପରେ ବି ସେ ଝିଅ ଏମିତି ଆଉ ଗୋଟିଏ ଷ୍ଟେପ ନେବାକୁ ବୋଧେ ଦଶ ଥର ଭାବିବ ବୋଲି ଭାବିଥିଲି, କିନ୍ତୁ ମୁଁ ଯେତିକି ଭାବିଥିଲି, ହୁଏତ ସେ ଝିଅ ସେତିକି ସାହସୀ ନହେଲେ ଅତି ବୋକା। 


ତା ସହିତ ଏତିକି କିଛି କାଳ ପରେ ବି ପୁଣି ଥରେ ସେ ମୋ ବିରୁଦ୍ଧରେ ମୋ କମ୍ପାନୀ ଵିରୁଦ୍ଧ ରେ ଲେଖିବାକୁ ସାହସ କରିଛି, କିନ୍ତୁ ଏ ପେନ୍ ଟାଇଟଲ ମଧ୍ୟ ବହୁତ୍ ଗଭୀର ଜଳର ମାଛ। 


ସାମାନ୍ୟ ଯୌନଳିଷ୍ଟ ହେଇ ମୋ ସାମ୍ନା କରିବାର ଦୁଃସାହସ କରିବାର ପରିଣାମ ତାକୁ ଭୋଗିବାକୁ ପଡ଼ିବ, ସେ ପୁଣି ମୋ ହାତରୁ। କିନ୍ତୁ ତା ଆଗରୁ ମୋତେ ବହୁତ୍ କିଛି ଏଇଠି ସମ୍ଭାଳିବାକୁ ଅଛି। 


ତିନି ଘଣ୍ଟା ପୂର୍ବରୁ ସେ ଘଟାଇ ଥିବା କାନ୍ଦ ଯୋଗୁ, ମାର୍କେଟ ରେ ଆମ କମ୍ପାନୀ ଭାଲୁ ଅକଳ୍ପଣୀୟ ଭାବେ ତଳକୁ ଖସୁଛି, ବହୁତ୍ ଲୋକ ସପୋର୍ଟ କଲେଣି ଯେ ଆମ କମ୍ପାନୀ ର ମେଡିସିନ ଲୋକଙ୍କ ଉପରେ ଦୁଷ୍ପ୍ରଭାବ ପକାଉଛି, ଆମେ politician ମାନଙ୍କୁ ହାତରେ ରଖିଚୁ ବା ତାଙ୍କ ବଳରେ ଯେ କେହି ବି ଆମ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ଚେଷ୍ଟା କରୁଛି, ତାକୁ ସବୁ ଦିନ ପାଇଁ ଚୁପ୍ କରି ଦିଅ ଯାଉଛି, ତାଙ୍କ ଦେଇ କିମ୍ବା ଧମକ ଦେଇ କିମ୍ବା ଜୀବନରୁ ମାରି ଦେଇ। 


ହୁଏତ business ମନ ମାଆଙ୍କର ପ୍ରୋଟୋକଲ ସେଇୟା ହେଇପାରେ କିନ୍ତୁ ସେସବୁ ମୁଁ ଏଇଠି ଉଲ୍ଲେଖ କରିବାକୁ ମୁଁ ଚାହୁଁ ନାହିଁ। ଏବେ ମୋ ଆଗରେ ବହୁତ୍ କାମ, କମ୍ପାନୀ ର ରେପୁଟେସନ ବଞ୍ଚିବାର ଅଛି, କମ୍ପାନୀ କୁ ପୁଣି ଥରେ ଟ୍ରଷ୍ଟ ୱର୍ଥି ଦେଖାଇବାର ଅଛି, ମାର୍କେଟ ଵଲୁଏ ପୁଣି ଉପରକୁ କରିବାର ଅଛି, ଆହୁରି ବହୁତ୍ କାମ। 

ହଠାତ୍ ଏମିତି ବିପର୍ଯ୍ୟସ୍ତ ସ୍ଥିତି ଆସି ପହଞ୍ଚିବା ବୋଲି କେବେ ଭାବି ନଥିଲି, ପ୍ରଡକ୍ଟ , ceritification, advertisement ପାଇଁ କମ୍ପାନୀ ର ଗଲ୍ଫ ଅଫ ଥେ property ପୁଣି ଥରେ ବ୍ୟବହାର ହେବ। 


କଣ ଜାଣିଛି ସେ ଝିଅ ମନ ଇଚ୍ଛା କିଛି ବି ଲେଖୁଛି, ଯଦି ସେମିତି ସେ ଅର୍ଟକ୍ଲେ ରେ କିଛି ବି ସତ୍ୟତା ଥାଏ ସବୁଠାରୁ ସେ ଭିତରେ ଥିବା ସତ କୁ ମୁଁ ନିଜେ ଖୋଜି ବାହାର କରିବି। 


ଏଇ ତିନି ଘଣ୍ଟା ଆଗରୁ ପୋଷ୍ଟ ହେଇଥିବା article ରେ ମୋ ବାପାଙ୍କ ବିଷୟରେ କିଛି ରହିଥିବା ବହୁତ୍ କିଛି ଲେଖା ଯାଇଛି, ଯାହାକି ମୋ ଜାଣିବା ବାହାରେ। ସେତେବେଳେ ମୁଁ ବହୁତ୍ ଛୋଟ ଥିଲି, ଏତେ କିଛି ଜାଣିବା ମୋ ପାଇଁ ସମ୍ଭବ ନଥିଲା। କିନ୍ତୁ ଏବେ ବଡ଼ ହେବ ପରେ ମଧ୍ୟ ମୁଁ କେବେ ସେ ବିଷୟରେ dhyanar ସହିତ ଭାବି ନାହିଁ। ଆଉ ଏବେ ଯେତେବେଳେ ସବୁ ଜିନିଷ ବାହାରକୁ ବାହାରିବ ବୋଲି ମୁଣ୍ଡ ଟେକିଛି, ମୁଁ ମଧ୍ୟ ଏଥିରେ ସାଥୀ ହେବି ନିଶ୍ଚିତ, କାରଣ ମୋ dadi ଅନେ ଲୋଭି ସ୍ୱାର୍ଥପର ମଣିଷ ନଥିଲେ। ନିଜ ଲାଭ ପାଇଁ ସେ କେବେ ବି କୌଣସି ନିଷ୍ପପ ଶିଶୁର ବଳି ଚଢ଼େଇ ପାରିବେନି। ହଁ ଅବଶ୍ୟ ତା ପରେ ଆମ କମ୍ପାନୀ କେବେ ବି ଛୋଟ ଛୁଆଙ୍କ ମେଡିସିନ ଉପରେ କାମ କରିନି, ନା ହିଁ ତ ଉପରେ ଆଉ କୌଣସି ରିସର୍ଚ୍ଚ କର ଯାଇଛି। ସେ ପ୍ରୋଜେକ୍ଟ କୁ ମୋ କମ୍ପାନୀ କୁ ଆସିବା ପରେ cosmetic ପ୍ରଡକ୍ଟ ଭାବେ ଲଞ୍ଚ କରିବାକୁ ଚାହିଁଲି। ଆଉ ଦେଖ, mo anuman sata ହେଲା। ଆମ cosmtic ବ୍ରାଣ୍ଡ ର ସବୁ ପ୍ରଡକ୍ଟ ବେଶୀ ଆଦୃତ ହେବାରେ ଲାଗିଲା। ଏଵଂ ଏବେ ଆମ ଲାଭର ପଚାଶ ପ୍ରତିଶତ କେବଳ ଆସେ cosmetic ଆଇଟମ ରୁ। ଆଉ ସେଥିପାଇଁ ଏ କମ୍ପାନୀ ରେ ମୋ ଜାଗା ସବୁ ଠାରୁ ଉପରେ କାରଣ ଏକୁଟିଆ ମୁଁ ଯେତିକି ୱର୍କ୍ ହାଣ୍ଡଲେ କରି ପାରିବି, ସେତିକି competetive ଆଉ କେହି ବି ନୁହେଁ। ଏଇଟା ନୁହେଁ କି ମୁଁ କମ୍ପାନୀ କୁ ଭଲ ପାଏନି କିନ୍ତୁ ଏଇଟା ବି ସତ ଯେ ଯଦି କୌଣସି କାରଣରୁ କମ୍ପାନୀ ବୁଡି ବି ଯାଏ ତେବେ ମୋତେ ସେମିତି କିଛି କଷ୍ଟ ହେବନି। ହଁ ହୁଏତ ମୋ ବାପାଙ୍କର ସ୍ବପ୍ନ ଥିଲା ଏ ଫ୍ୟାକ୍ଟ୍ରି କିନ୍ତୁ ମୋ ପାଇଁ ନୁହେଁ। ମୁଁ ଏ କମ୍ପାନୀ ଜଏନ କଲ ବେଳେ କମ୍ପାନୀ ଦେବାଳିଆ ହେଇ ବିକ୍ରି ହେବା ଉପରେ ଥିଲା। ନିଜେ ବୁଦ୍ଧି ଖଟାଇ ଆଜି ଏ କମ୍ପାନୀ କୁ ମୁଁ ଏ ମୁକାମ ରେ ଆଣି ପହଞ୍ଚେଇ ପାରିଛି। 

ଥରେ  ସଏ ବୁକ୍ମୁଇଛି     କୁ ମୁଁ ଶୂନ୍ୟ ରୁ ଆରମ୍ଭ କରିଥିଲି ଏବଂ ପୁଣି ଥରେ ଶୂନ୍ୟ ରୁ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ  ପ୍ରସ୍ତୁତ ନାହିଁ ଯଦି ଗୋଟିଏ ଜିନିଷ ପାଇଁ ସେ ହେଉଛି ମୋ ଉପରେ ଲାଗିଥିବା ଅପମାନ ର। କି ଜାଣେ ସି। ଇ ଓ ହେଇ ମୋର ଲୋକଙ୍କ ପ୍ରତି କିଛି କର୍ତ୍ତବ୍ୟ ନାହିଁ। 


Pollution ଉପରେ ଖବର ବାହାରିଥିଲା, ପ୍ରତି ବର୍ଷ ଗୋଟିଏ ପଚା ଶ ଲକ୍ଷ ଟଙ୍କା କେବଳ ମୁଁ ୱେଷ୍ଟ ଟ୍ରିଟମେଣ୍ଟ ପାଇଁ  ଖର୍ଚ୍ଚ କରୁଛି। ମାଁ ଅଧା କୋଟି ଟଙ୍କା। 



ଏଇଠି କେହି ନିଜ ଦାୟିତ୍ୱ କିମ୍ବା କର୍ତ୍ତବ୍ୟ ପ୍ରତି ସେତିକି ଯତ୍ନବାନ ନୁହେ। ଆଉ ଏବେ ସିଧା ସଳଖ ମୋ ପେଟ ଉପରେ ଲାତ ମାରିବା ଭଳି କଥା ହେଇଛି । 

କିନ୍ତୁ ଆଜି  ଆଉ ଗୋଟିଏ ଲାଞ୍ଛନା ମୋନୂପରେ । ତେଣୁ କରି ସେ କଥା ମଧ୍ୟ ଭାବିବାକୁ ପଡ଼ିବ। 



 ଆଉ ଏଇ ରହସ୍ୟ ମୋତେ ଯେତେ ଜଲଦି ହେବ ଉନ୍ମୋଚନ କରିବାକୁ ହେବା। ଏମିତି ଭାବି ପ୍ରଥମେ ମୁଁ ଫୋନ ଲଗେଇଲି ଦେରେକ୍ଟିବେ om- କାର । 


"ହେଲା। ଓଁକାର। ଆଇ ନିଡ୍ ଆ ଫେବର।"

"ହେଲା। ହୋଇ ମୋ ଆଇ ହେଲା ୟୋ।।।।। ସବୁ କଥା କାହିଁ ସାରିବା ପରେ ତାକୁ କହିଲି,"କଥା ଯେମିତି ତୁମ ଆଉ ମୋ ଭିତରେ ହିଁ ରୁହେ। ଆଉ କେହି ଜାଣିଲେ ବିପଦ ବହୁତ୍।"


ସେ ମୋ କଥା ବୁଝି ପାରି କହିଲା ଠିକ୍ ଅଛି। 


"ଓଲୋଭିଆ। ପ୍ରେସ ମିଟିଂ ଫୁଡ୍ କରଇ ଦିଅ। ଆଉ adverstise ଟିମ୍ ସହିତ ମୋର ମିଟିଂ ଫିକ୍ସ କରି ଦିଅ now। ଆଉ ହଁ ଗୋଟିଏ ବ୍ଲକ ଷ୍ଟ୍ରଙ୍ଗ କଫି।  ୱାଲ୍ଡ ନାଓ" ର ଜେନେରାଲ ମ୍ୟାନେଜର ର ନମ୍ୱର୍ ଦଶ ମିନିଟ ଭିତରେ ମୋ ଟେବୁଲ୍ ଉପରେ ଥିବା ଆବଶ୍ୟକ। 


ୟେସ ସାର୍ କହି ଓଲିଭିଆ ସେଠାରୁ ଚାଲିଯାଏ। ଜିବାଙ୍କା ମାର୍ଟିନ ତୁମର ଶେଷ ଦିନ ପାଖେଇ ଆସୁଛି। ଏଇ ସତରଜ ର ଖେଳରେ ଦେଖିବା କିଏ ଜିତିବ କିମ୍ବା କିଏ ହାରିବ। କିନ୍ତୁ ଏବେ ପାଇଁ ତୋ ପର  ଟିକେ କାଟିବାକୁ ପଡ଼ିବ। ଏମିତି ଭାବି ମୁ ଫୋନ ଲଗେଇଲି, ସମ୍ବିତ ଆଚାର୍ଯ୍ୟ ପାଖକୁ। ଏଇଥିକର ପୋଲିସ department ରେ କାମ କରୁଥିବା ଲୋକକୁ। 


ପ୍ରେସ ମିଟ୍ ପାଇଁ ସମସ୍ତେ ଅପେକ୍ଷା କରିଛୁ। ଦୁଇ ବା ତିନି news chhnel ଲୋକ ମଧ୍ୟ ଆସିଛନ୍ତି। ହୋଟେଲ ମେରୁନ ଗାର୍ଡେନ ରେ। କିନ୍ତୁ ଆଜି ଏଇଠି ଆଉ ଗୋଟିଏ ଏଭେଣ୍ଟ ମଧ୍ୟ ଅଛି। ସେଣ୍ଟ୍ରାଲ ଲାଇବ୍ରେରୀ ର applicants ମାନଙ୍କ ଇଣ୍ଟର୍ଭ୍ୟୁ, ପୋଷ୍ଟିଂ ପାଇଁ। ଆଉ ଏମାନଙ୍କ ବେଶଭୂଷା ଦେଖି ମୋତେ ଅଜବ ଲାଗୁଛି। ପ୍ରାୟ ସମସ୍ତେ ଟାଇଟ୍ ପେନ୍ସିଲ ସ୍କର୍ଟ୍, କିମ୍ବା ମିନି ସ୍କର୍ଟ୍ ସହିତ ସ୍ୱେଟର ଭଳି କାର୍ଡିଗନ୍ ପିନ୍ଧି ଆସିଛନ୍ତି। ଟାଇପିକଲ୍ ଓଲ୍ଡ ଲାଇବ୍ରେରୀ ଫ୍ୟାସନ। କିନ୍ତୁ ସେ ଭିତରେ ଜଣେ ଠିଆ ହେଇଛି ଏ ସମସ୍ତଙ୍କ ଠାରୁ ଅଲଗା ହେଇ । ସମସ୍ତଙ୍କ ଭିତରେ ବାରି ହେଇପଡୁଛି, ତାର ଅଲଗା ବେଶ ଭୂଷା ଯୋଗୁଁ। କାରଣ ଅଲଗା ପିଲାଙ୍କ ଭଳି ସେଇ ସମାନ costume ନ ପିନ୍ଧି ସେ ଗୋଟେ ଧଳା ଓ ସେଥିରେ ଉଜ୍ଜ୍ୱଳ ସୂର୍ଯ୍ୟମୁଖୀ ଫୁଲ ଫୁଟିଥିବା desingn ର ଡ୍ରେସ ପିନ୍ଧିଛି।ବସମସ୍ତଙ୍କ ଭିତରେ ତାରକା ଭଳି ଚମକୁଛି। ଚୁଟି ଅଲଗା ମାନଙ୍କ ଭଳି ଖୋଷା ନା କରି ଖୋଲା ଅଛି। କଲେଜ ଗାର୍ଲ୍ ଷ୍ଟାଇଲ। କିଛି କ୍ଷଣ ମୋ ଆଖି ରହିଗଲା ତା ର ସୁନ୍ଦରତା ଉପରେ। କାରଣ ପଛ ପାଖରୁ ସେ ଦିଶୁଥିଲା ଏକ ଦମ୍ ନିରୀହ, କୋମଳ, ଆଉ ଅନାବିଳ। କିନ୍ତୁ ଆଗକୁ ଦେଖୁଥିବା ସେହି ଝିଅଟି ଏବେ ହଠାତ୍ କରି ପଛକୁ ବୁଲିଲା। ଆଉ ଅଚାନକ ମୋ ଆଖି ଝଲସି ଉଠିଲା। ଖୁସିରେ ନୁହେଁ, ରାଗରେ, ଘୃଣା ରେ, ପ୍ରତିଶୋଧ ର ଜ୍ଵଳନ ରେ। 

କାରଣ ସେତେବେଳକୁ ମୁଁ ଯାହାର ସୁନ୍ଦରତା ରେ ବିଭୋର ହେଉଥିଲି ସେ ଆଉ କେହି ନୁହେଁ, ସେ ଥିଲା ଯି ଭା। 


 କଣ ଏଇଠି ଇଣ୍ଟର୍ଭ୍ୟ ଦେବାକୁ ଆସିଛି। କିନ୍ତୁ କାହିଁକି,? ତା ପାଖରେ already ଯୋବ ଅଛି। ତେବେ ?


ମନର ନିଭୃତ କୋଣରୁ ହସଟିଏ ଉକୁଟି ଆସିଲା ମୋର। ତେବେ ମ୍ୟା ଡାମ ଚାକିରି ବଦଳାଇବା ର ଉପାୟ ଖୋଜୁଛନ୍ତି। 


ଭଲ କଥା, ଏମିତି ରେ ବି ମୁଁ ତୁମକୁ ସେ ଚାକିରି ରେ ବେଶୀ ଦିନ ରହି ବାକୁ ଦେଇ ନଥାନ୍ତି, ମିସ ମାର୍ଟିନ। କିନ୍ତୁ ଟିକେ ଡେରି କରିଦେଲ ତୁମେ ମିସ ଯି ଭା। ଏ କଥା ତୁମକୁ ମୋତେ ବର୍ବାଦ୍ କରିବାକୁ ଚେଷ୍ଟା କରିବା ପୂର୍ବରୁ ଭାବିବାର ଥିଲା। ଚାକିରୀ କଣ, ତୁମକୁ କେଉଁଠି ମଧ୍ୟ ଚାକିରି ମିଳିବ ନାହିଁ। 


କିନ୍ତୁ ଏବେ ମୁଁ ଅଲଗା କାମରେ ଆସିଛି, ମୋ କମ୍ପାନୀ କୁ ବଞ୍ଚାଇବା ପାଇଁ। ପ୍ରଥମେ ତାକୁ କରି ସାରେ ତାପରେ ଆଇ ମାର୍ଟିନ ଝିଅ ସହିତ ପୁରା ପୁରୀ କଡ଼ା ଗଣ୍ଡା କରି ଠିକ୍ ଭାବରେ ୟା ସହିତ ମୋର ହେଇଥିବା ଅପମାନ ର ହିସାବ ନିକାସ କରିବି। ଆଉ ମୁଁ ପ୍ରେସ ମିଟ ହେଉଥିବା ରୁମ୍ କୁ ପାଦ ବଢାଏ। 

ପ୍ରେସ meet ରେ ନାନା ପ୍ରକାର ପ୍ରଶ୍ନ ସହିତ ସାମ୍ନା କରିବାକୁ ପଡିଲା ମୋତେ।  ଯେମିତି କି ଆପଣଙ୍କ  ଏଇ particular ଔଷଧ ଖାଇ ତିନି  ଜଣ କୋମା ଷ୍ଟେଜ କୁ ଯିବା କଣ ସତ ? ଯଦି ସତ ତେବେ ଆପଣ ୟାକୁ ମାର୍କେଟ ରେ ରଖିଛନ୍ତି କାହିଁକି ? 


ଆପଣ କଣ ସତରେ କମ୍ପାନୀ ର ଏତେ କ୍ଷତି ରେ ବିଚଳିତ ନାହାଁନ୍ତି7



 ଏପଟେ ଏତେ ସବୁ ପ୍ରଶ୍ନ ମୋତେ ବ୍ୟସ୍ତବିବ୍ରତ କରି ପକାଉ ଥିଲା ବେଳେ ମୋ ଅଙ୍କଲ ପିଟର ଆରାମ ରେ chair ଉପରେ scene ଉପଭୋଗ କଲା ଭଳି ଲାଗୁଛି। 

ଯେମିତି କମ୍ପାନୀ କୁ ବହୁତ୍ ବଡ଼ ଧକ୍କା ଲାଗିନି ତାଙ୍କ। କେଜାଣି କାହିଁକି ଗୋଟିଏ ଅଜବ ପ୍ରକାର ପ୍ରଫୁଲ୍ଲ ତା ଥିଲା ତାଙ୍କର। ସତେ ଯେମିତି ଏତେ ବର୍ଷରେ ସେ ସାହସ କରି କିଛି କରି ପାରିଛନ୍ତି। ଆଉ ମୋତେ ଆଶ୍ଚର୍ଯ୍ୟ ଲାଗିବନି ଯଦି ମୁଁ ଜାଣିବାକୁ ପାଏ ଯେ କମ୍ପାନୀ ର ଆଜି ଏମିତି ଦୟନୀୟ ଅବସ୍ଥା ପାଇଁ କିଛି ପରିମାଣରେ ସେ ଦାୟୀ। 










ସବୁ କିଛି ସେଟଲ ହେଲା। Advertise ରେ ଆମ କମ୍ପାନୀ ପ୍ରଡକ୍ଟ ଯେ safe sei କଥା discuss କରିବାକୁ କୁହାଗଲା।  ପ୍ରେସ ମୀଟ ରେ ସମସ୍ତଙ୍କୁ ଜନେଇ ଦିଆଗଲା ଯେ ଆମ ମେଡିସିନ ସବୁ ଭଲ। ଆଉ ସେଥିପାଇଁ ଫୋନ କଲ ବର୍ଷ୍ଠା କର୍ମଚାରୀ ସବୁଙ୍କୁ ଯେଉଁଠି ଯେତିକି ଆବଶ୍ୟକ ଖର୍ଚ୍ଚ ପାଣି ମଧ୍ୟ ଦିଅ ଗଲା। ଆଉ ସେ ଭିତରେ

ଏବେ କମ୍ପାନୀ ର ସ୍ଥିତି ରେ କିଛି ସୁଧାର ଆସିବାକୁ ଲାଗିଥିଲା। Hope, ଯେ ଆଗକୁ ସବୁ ଠିକ୍ ହିଁ ହେବ। 




ସେ ଅର୍ଟକଲ ଲେଖି ସରିବାର ଚବିଶ ଘଣ୍ଟା ପରିବାକୁ ଆଉ ଘଣ୍ଟାଏ ମାତ୍ର ଅଛି । କିନ୍ତୁ ଏ ପର୍ଯ୍ୟନ୍ତ ମୋର ପ୍ରକୃତ ଦୋଷୀ ଧାର ପଡିନି। କିନ୍ତୁ ଏଇଥର ତାକୁ ଦେଖା କରିବାକୁ କୌଣସି ମିଟିଂ କିମ୍ବା କନଫରେନ୍ସ ରୁମ୍ ର ଆବଶ୍ୟକତା ନାହିଁ। ସେ ନିଜେ ଦଉଡ଼ି କରି ମୋ ପାଖକୁ ଆସିବ। 


ଟେବୁଲ୍ ଉପରେ ପଡ଼ିଥିବା ଫୋନ ନମ୍ୱର୍ କୁ dialer ରେ ଲଗେଇ ମୁଁ କାନରେ ଦେଲି। 


ଦୁଇ ଥର ରିଂ ହେବ ପରେ କେହି ଜଣେ ଉଠେଇଲେ। 

Hello. Your are talking to md of morning news house. How can we help you ? 

Ohh. Ofcourse you can help me. ମୋତେ ତୁମ md ଙ୍କ ସହ କଥା କରା ଅ। 

ସରି ସାର୍। ଆପଣଙ୍କ ପାଖେ ଅପଏଣ୍ଟମେଣ୍ଟ ଅଛି କି? ଲାଇନ ରେ ଥିବା ରେସପେସନିଷ୍ଟ ବଡ଼ ମଧୁର ଗଳାରେ କହିଲା। 


ନା। କିନ୍ତୁ ମୁଁ ନିଶ୍ଚିତ ଯେ ଆପଣଙ୍କ boss ମୋ ସହ କଥା ହେବାକୁ ମନା କରିବେନି। ନିଜ boss କୁ ଯାଇ କୁହ, ଯେ ପେନ୍ ଟାଇଟଲ ଲାଇନ ରେ ଅଛି। ଜଲଦି କର, ମୋ ପାଖରେ ସମୟ ନାହିଁ। 

Ofcourse। ମୁଁ ତାଙ୍କୁ inform କରୁଛି। 


ଯେମିତି ଭାବିଥିଲି ଠିକ୍ ସେମିତି ହିଁ ହେଲା। ମୋ ନାଁ ଶୁଣିବା ମାତ୍ରେ ସେ md ରୋବର୍ତ୍ ଶ୍ମିଥ ଦୁଇ ମିନିଟ ଭିତରେ ଆସି ଫୋନ ଧରି କହିଲା। 

Mr ଟାଇଟଲ। ମୁଁ ଜାଣିଛି ଆପଣ କଣ ପାଇଁ ଫୋନ କରିଛନ୍ତି। ଆଇ swear ତୋ god, ମୁଁ ଜାଣିନଥିଲି..."

"ଚୁପ୍। ବନ୍ଦ କର ତୋ ବକବାଆସ ସ୍ମିତ। ତୋ ଘରୁ ତୋ ଲକର୍ ଭିତରୁ ସୁନା ଚୋରି ଯିବା, କିନ୍ତୁ ତୁ ସେଠି ଥାଇ ସୁଦ୍ଧା ତୋତେ କାନରୁ କାନ ଖବର ମଧ୍ୟ ପଡ଼ିବ ନାହିଁ। ତୁ ନିଜକୁ ଏତେ ବୋକା ଭାବୁଛୁ ନା ମୁଁ ତୋ କଥା କୁ ବିଶ୍ୱାସ କରିଯିବି ବୋଲି ମୋତେ ସେତିକି ବୋକା ଭାବୁଛୁ।


" ସରି ସାର୍। ମୁଁ ଦେଖିବା ଆଗରୁ ସେମାନେ ଲେଖି ସାର୍..."

"ସେମାନେ କିଏ? " 

ସେ ପୁଣି ଥରେ ଥଙ୍ଗ ଥଙ୍ଗେଇ କହିଲା,"ସାର୍।"

"ନାଁ। ମୁଁ ସେହି ନାଁ କୁ ଶୁଣିବାକୁ ଚାହେଁ। ଆଉ ମନେ ରଖ ସ୍ମିଥ ଏଇଠି ତୁ ନାଁ ଲୁଚେଇବୁ, ଆଉ ସେଠି ତୋ news house କୁ ଧୂଳିସାତ କରିବାକୁ ମୋତେ ଘଣ୍ଟାଏ ମଧ୍ୟ ଲାଗିବନି। ବାସ୍ କେବଳ ଗୋଟିଏ ଗ୍ରେନେଡ ଆଉ ଵୁମ୍। ବଡ଼ ଧମକା. ... ଆଉ ତାପରେ...

"ମାର୍ଟିନ ସାର୍ ମାର୍ଟିନ। ମିସ ଜିଭାଙ୍କା ମାର୍ଟିନ। ଏ news ସେ ନିଜେ ଲେଖିଛନ୍ତି ଆଉ publish ବି କରିଛନ୍ତି। 


"ମିଛ କଥା। ସାମାନ୍ୟ ସାମ୍ବାଦିକ ହେଇ ତାର ଏତେ ସାହସ।  ଯଦି ଆଗକୁ ସେମିତି କିଛି ଅଲଗା ନାଁ ବାହାରେ, ମାନେ ରଖ, smith ମୋ ଠାରୁ ଖରାପ ଆଉ କେହି ହେବେନି।  "

"ନା ସାର୍ ମୁଁ ମିଛ କହୁନି। ହୁଏତ ତା ପଛରେ ଆଉ କାହାର ହାତ ଥିବା , ସେକଥା ମୁଁ ଜାଣିନି। କିନ୍ତୁ ଏବେ ପାଇଁ ସେ ହିଁ ଏ କାମରେ ଜଡ଼ିତ ଅଛନ୍ତି। ସରି ସାର୍ ଆପଣଙ୍କ କ୍ଷତି ପାଇଁ ମୁଁ ଦୁଃଖିତ।"


"କେବଳ ସରି?" 

ମୋ ପ୍ରଶ୍ନ ରେ ତା ସ୍ୱର ଆହୁରି ଧିମେଇ ଯାଉଥିଲା।

ତେଣୁ ତାକୁ ଆଉ କିଛି କହିବାର ସୁଯୋଗ ନଦେଇ କହିଲି,"ମୋ କମ୍ପାନୀ ର କ୍ଷତି ଭରଣା କିଏ କରିବ smith। ରୋବର୍ଟ୍ ଟିକେ ଦୋ ଦୋ ପାଞ୍ଚ ହେଇ କହିଲା," ଆ.. ଆମେ ସାର୍।"

"ସତରେ smith।ହା ହା ହା। ଗୋଟିଏ କୁଟିଳ ହସ ପରେ  ତାକୁ ପୁଣି କହିଲି,

  ତୁମକୁ ଲାଗୁଛି, ଯେ ତୁମେ ମୋ କ୍ଷତି ପୂରଣ କରି ପାରିବ। ସତରେ ତୁମେ ବହୁତ୍ ବଡ଼ ବୋକା। କିନ୍ତୁ ଆହୁରି ନିଜ ବୋକାମି ପରିଚୟ ଦେଉଛ ଏହା ଭାବି ଯେ ମୁଁ ତୁମ କ୍ଷତି ପୁରାଣ ଟଙ୍କା ଆକାରରେ ନେବି। ମୋଟେଭାଉ କିଛି ଦରକାର ସ୍ମିତ। 

"କୁହନ୍ତୁ।", ଛେପ ଢ଼ୋକି ରୋବେର୍ଟ କହିଲା। 



 ଟିକେ ଆଗରୁ  ଯେଉଁ କ୍ଷତି ପୂରଣ ଭାରିବୁ ବୋଲି କହୁଥିଲୁ ନା। ତା ତୁ ଭରୁଥିବ କ୍ଷତି ପୂରଣ ହେବ ଯେ jivanka ଯଦି ତୋର କିମ୍ବା ଆଉ କୌଣସି ନିଜ ହାଉସ ରେ ପାଦ ଦେବ ତାହେଲେ ମୋର action ଦେଖିବାକୁ ପ୍ରସ୍ତୁତ ହେଇଥିବୁ। ଆଉ ମୋର ବର୍ଷକ ର ସବୁ ବିଜ୍ଞାପନ ତୋ ଚ୍ୟାନେଲ ରେ ପ୍ରସାରିତ ହେବ। 

Yes sir। 


ଏତିକି କହି ମୁଁ  ଫୋନ୍ ରେସିଭର୍ ରଖି ଦେଇ ଅପେକ୍ଷା କରେ । ସେହି ସୁନେଲି ମୁହୂର୍ତ୍ତ କୁ, ଯେବେ ଯି







Comments

Popular posts from this blog

Theory of not having complaints